Snake in Ice cream: ଆଇସିକ୍ରିମ୍ ଭିତରୁ ବାହାରିଲା ବିଷଧର ସାପ, ଫଟୋ ଭାଇରାଲ

ଆଇସିକ୍ରିମ୍ ଭିତରୁ ବାହାରିଲା ବିଷଧର ସାପ । ଆଜ୍ଞା ହଁ ! କଥାଟା ପୁରାପୁରି ସତ । ଜଣେ ବ୍ୟକ୍ତି ଗୋଟିଏ ଆଇସିକ୍ରିମ୍ ଖାଇବାକୁ ଖୋଲିବାରୁ ଏହା ଭିତରେ ସାପ ଥିବା ଦେଖିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Snake in Ice cream: ଆଇସିକ୍ରିମ୍ ଭିତରୁ ବାହାରିଲା ବିଷଧର ସାପ, ଫଟୋ ଭାଇରାଲ
Array