Panchang Today 10th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର ।  ଚନ୍ଦ୍ର- କନ୍ୟା ଦିବା ୦୧.୪୨ ଗତେ ତୁଳା ତିଥି-୧୩ଶୀ  ସନ୍ଧ୍ୟା ୦୫.୩୦ ଗତେ ୧୪ଶୀ। ଘାତଚନ୍ଦ୍ର- ବୃଷ ରାଶିର ,ଦିବା ୦୧.୪୨ ପର୍ଯ୍ୟନ୍ତ। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।

Panchang Today 10th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array