ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା !

ବିଏମ୍‌ସି, ବିଜୟ ଆଉ ବଦଳି। ଭାରି ପଡ଼ିଲା କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ଘୋଷଣା। ଗଣମାଧ୍ୟମକୁ ଗତକାଲି ସକାଳେ ବୟାନ ଦେଲେ, ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଉ ଆଜି ସରକାର ସିଧାସଳଖ ବଦଳି କରିଦେଲେ। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ହଠାତ୍ ବଦଳିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଚର୍ଚ୍ଚା କାହିଁକି ଯେକେହି ବିଏମ୍‌ସି କମିଶନର ବନୁଛନ୍ତି, ତାଙ୍କର ଶନିଦଶା ଆରମ୍ଭ ହୋଇଯାଉଛି।