Operation Sindur Air Strike: ଅପରେସନ ସିନ୍ଦୁର, ଏହି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ସେନା
୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି ।ପହଲଗାମ ହମଲାର ବଦଲା ନେଲା ଭାରତ । ପକିସ୍ତାନ ଛାତିରେ ଭାରତର ଏୟାର ଷ୍ଟ୍ରାଇକ ।