Snake Island: ଏଠି ପକ୍ଷୀ ବି ଉଡ଼ିବାକୁ ଡରନ୍ତି, ମଣିଷଙ୍କ ଯିବା ଉପରେ କଟକଣା

ଶିକାରୀ ଏଠିକି ଲୁଚି ଛପିକି ଆସିଥାନ୍ତି ସାପ ଶିକାର କରିବାକୁ । କାରଣ ବିଷଧର ସାପଙ୍କ ଡିମାଣ୍ଡ ରହିଛି ଅବୈଧ ବଜାରରେ । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠି କେବେ ମଣିଷ ଥିଲେ ।

Snake Island: ଏଠି ପକ୍ଷୀ ବି ଉଡ଼ିବାକୁ ଡରନ୍ତି, ମଣିଷଙ୍କ ଯିବା ଉପରେ କଟକଣା
Array