Snana Purnima: ସ୍ନାନବେଦିରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ

ସ୍ନାନ ମଣ୍ଡପରେ ଦାରୁଦିଅଁ । ହାତୀ ବା ଗଜାନନ ବେଶରେ ଶୋଭାପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଇଏ ସେଇ ଅପୂର୍ବ ଦୃଶ୍ୟ...ସେଇ ଅବର୍ଣ୍ଣନୀୟ ଅନୁଭୂତି...ସକାଳେ ଘଣ୍ଟଘଣ୍ଟାର ତାଳେ ତାଳେ ଟାହିଆର ଅପୂର୍ବ ଦୋଳନରେ, ରତ୍ନବେଦୀରୁ ଧାଡ଼ିପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରିଥିଲେ ଶ୍ରୀଜିଉ ।

Snana Purnima: ସ୍ନାନବେଦିରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ
Array