Software Engineer Murder : ସିଗାରେଟ୍ ନଦେବାରୁ ହତ୍ୟା, ହିଟ୍ ଆଣ୍ଡ ରନରେ ସଫ୍ଟୱେୟାର ଇଞ୍ଜିନିୟର ମୃତ

ସିଗାରେଟ୍ ପାଇଁ ତୁମୁଳକାଣ୍ଡ । ହିଟ୍ ଆଣ୍ଡ ରନ ମାମଲାରେ ଗଲା ଇଞ୍ଜିନିୟରଙ୍କ ଜୀବନ । ପ୍ରଥମେ ସିଗାରେଟ୍ ମାଗିଲା ଅଭିଯୁକ୍ତ, ନଦେବାରୁ ଚଢାଇଦେଲା କାର୍ ।

Software Engineer Murder : ସିଗାରେଟ୍ ନଦେବାରୁ ହତ୍ୟା, ହିଟ୍ ଆଣ୍ଡ ରନରେ ସଫ୍ଟୱେୟାର ଇଞ୍ଜିନିୟର ମୃତ
Array