Somnath Mandir: ଦକ୍ଷଙ୍କ ଅଭିଶାପ, ଚନ୍ଦ୍ରଦେବଙ୍କ ତପସ୍ୟା...ବର ଦେଲେ ମହାଦେବ

ଶିବ ପୁରାଣ ଅନୁସାରେ, ଚନ୍ଦ୍ରଦେବ ଦକ୍ଷ ପ୍ରଜାପତିଙ୍କ ୨୭ଜଣ କନ୍ୟାଙ୍କୁ ବିବାହ କରିଥିଲେ । କିନ୍ତୁ ଚନ୍ଦ୍ର କେବଳ ରୋହିଣୀଙ୍କ ପ୍ରତି ଅଧିକ ଆକର୍ଷିତ ଥିଲେ ଓ ଅନ୍ୟ ପତ୍ନୀ ମାନଙ୍କୁ ଉପେକ୍ଷା କରୁଥିଲେ। ଏହା ଦେଖି ଅନ୍ୟ ପତ୍ନୀମାନେ ଦୁଃଖରେ ରହୁଥିଲେ।

Somnath Mandir: ଦକ୍ଷଙ୍କ ଅଭିଶାପ, ଚନ୍ଦ୍ରଦେବଙ୍କ ତପସ୍ୟା...ବର ଦେଲେ ମହାଦେବ
Array