Sonu Nigam Concert: କନସର୍ଟ ମଝିରେ ଟେକା ଫୋପାଡିଲେ ଦର୍ଶକ

ସୋନୁ ନିଗମ୍ ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (DTU)ରେ ଆୟୋଜିତ ଏଞ୍ଜିଫେଷ୍ଟ ୨୦୨୫ ସମୟରେ ଏକ କନସର୍ଟ ମଝିରେ ରୋକିଥିଲେ। କିଛି ଦର୍ଶକ ତାଙ୍କ ଉପରକୁ ଟେକା ପଥର ଏବଂ ବୋତଲ ଫିଙ୍ଗିଥିଲେ। ଏହି ଘଟଣା ରବିବାର ଦିନ ଘଟିଥିଲା। ଟେକା ଓ ବୋତଲ ମାଡ ସତ୍ତ୍ବେ ସୋନୁ ଶାନ୍ତ ରହିଥିଲେ। ଏପରିକି ଦର୍ଶକଙ୍କୁ ଅନୁରୋଧ କରି କହିଥିଲେ, "ମୁଁ ଆପଣମାନଙ୍କ ପାଇଁ ଗୀତ ଗାଇବାକୁ ଏଠାକୁ ଆସିଛି। ଦୟାକରି ଏପରି କରନ୍ତୁ ନାହିଁ।"

Sonu Nigam Concert: କନସର୍ଟ ମଝିରେ ଟେକା ଫୋପାଡିଲେ ଦର୍ଶକ
Array