ପୋଖରୀରେ ବୁଡିଗଲେ ଯୁବକ, ଦୀର୍ଘ ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ମୃତଦେହ
କଟକ ୧୯।୪: କଟକ କଦମ ଏ ରସୁଲ ପୋଖରୀରେ ବୁଡି ଚାଲିଗଲା ନାବାଳକଙ୍କ ଜୀବନ । ନାବାଳକ ଜଣଙ୍କ ହେଲେ କୁତ୍ତାଖାଇ ଗଳିର ଏସ. କେ. ସାହାନୱାଜ । ସୂଚନାଯୋଗ୍ୟ ଯେ, ଦିନ ୧୨ଟା ବେଳେ ନାବାଳକ ଜଣଙ୍କ କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇଥିଲେ । ଏହାପରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ସର୍ଚ୍ଚ ଅପରେସନ ପରେ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପୋଖରୀ ଦୀର୍ଘ ଦିନ ସଫା କରାଯାଉନଥିବା ବେଳେ ସର୍ଚ୍ଚ ଅପରେସନ ବେଳେ ଅନେକ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା ଉଦ୍ଧାରକାରୀ ଦଳକୁ । ଅନ୍ୟପଟେ ସିଏମସି ପକ୍ଷରୁ କୌଣସି ରକ୍ଷଣା ବେକ୍ଷଣ କରାଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।You Can Read:ସରକାରୀ ଜାଗାରେ ରହିଛି କମ୍ୟୁନିଟି ସେଣ୍ଟର, ଉଚ୍ଛେଦ କରି ନପାରି ଫେରିଗଲା ପ୍ରଶାସନ
କଟକ ୧୯।୪: କଟକ କଦମ ଏ ରସୁଲ ପୋଖରୀରେ ବୁଡି ଚାଲିଗଲା ନାବାଳକଙ୍କ ଜୀବନ । ନାବାଳକ ଜଣଙ୍କ ହେଲେ କୁତ୍ତାଖାଇ ଗଳିର ଏସ. କେ. ସାହାନୱାଜ ।
ସୂଚନାଯୋଗ୍ୟ ଯେ, ଦିନ ୧୨ଟା ବେଳେ ନାବାଳକ ଜଣଙ୍କ କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇଥିଲେ । ଏହାପରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ସର୍ଚ୍ଚ ଅପରେସନ ପରେ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପୋଖରୀ ଦୀର୍ଘ ଦିନ ସଫା କରାଯାଉନଥିବା ବେଳେ ସର୍ଚ୍ଚ ଅପରେସନ ବେଳେ ଅନେକ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା ଉଦ୍ଧାରକାରୀ ଦଳକୁ । ଅନ୍ୟପଟେ ସିଏମସି ପକ୍ଷରୁ କୌଣସି ରକ୍ଷଣା ବେକ୍ଷଣ କରାଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
You Can Read:
ସରକାରୀ ଜାଗାରେ ରହିଛି କମ୍ୟୁନିଟି ସେଣ୍ଟର, ଉଚ୍ଛେଦ କରି ନପାରି ଫେରିଗଲା ପ୍ରଶାସନ