Sophie Choudry: ନିଜ ଗ୍ଲାମର ଲୁକ୍‌ରେ ଲୋକଙ୍କୁ ପାଗଳ କଲେ ସୋଫି ଚୌଧୁରୀ

ବଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ତାଙ୍କ ବୋଲ୍ଡ ଏବଂ ଗ୍ଲାମରସ୍ ଲୁକ୍ ଯୋଗୁଁ ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ କେବଳ ତାଙ୍କ ଅଭିନୟ ନୁହେଁ ବରଂ ତାଙ୍କ ଗୀତ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରିଛନ୍ତି। ତାଙ୍କର ପ୍ରତ୍ୟେକ ଲୁକ ସୋସିଆଲ୍ ମିଡିଆରେ ଆସୁ ଆସୁ ଭାଇରାଲ୍ ହୁଏ।