South Korea Plane Crash: ଦକ୍ଷିଣ କୋରିଆରେ ପ୍ଲେନ୍ କ୍ରାସ୍; ରନ୍‌ୱେରୁ ଗଡ଼ିଯାଇ ପାଚେରିରେ ଧକ୍କା ହେଲା, ୬୨ ମୃତ

ରନୱେରୁ ଖସିଯିବା ପରେ ବିମାନଟି ପାଚେରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଏଥିରେ ନିଆଁ ଲାଗିଯାଇଥିଲା। କେଇ ସେକେଣ୍ଡରେ ବିମାନଟି ପୁରା ଜଳିଯାଇଥିଲା ଓ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

South Korea Plane Crash: ଦକ୍ଷିଣ କୋରିଆରେ ପ୍ଲେନ୍ କ୍ରାସ୍; ରନ୍‌ୱେରୁ ଗଡ଼ିଯାଇ ପାଚେରିରେ ଧକ୍କା ହେଲା, ୬୨ ମୃତ
Array