Spade Attack: ଦେଢ଼ଶୁରର କୋଦାଳ ଚୋଟରେ ଭାଇବୋହୂର ମୃତ୍ୟୁ, ରାୟଗଡାରେ ଆତ୍ମସମର୍ପଣ

ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରେ ସେଠାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୮ ବର୍ଷ ହେବ କାର୍ଯ୍ୟରତ ଥିଲେ।

Spade Attack: ଦେଢ଼ଶୁରର କୋଦାଳ ଚୋଟରେ ଭାଇବୋହୂର ମୃତ୍ୟୁ, ରାୟଗଡାରେ ଆତ୍ମସମର୍ପଣ
Array