ଖାଦ୍ୟ ନାଁ ରେ ଜହର ପରଷୁଛନ୍ତି ରେଷ୍ଟୁରାଣ୍ଟ ମାଲିକ

ବାଲେଶ୍ଵରରେ ଖାଦ୍ୟ ନାଁ ରେ ଜହର ପରଷୁଛନ୍ତି ରେଷ୍ଟୁରାଣ୍ଟ ମାଲିକ। ବାସୀ ମଟନ ଚିକେନ ସହ ଗନ୍ଧିଆ ଫ୍ରାଇଡ୍ ରାଇସ ନୁଡୁଲ୍ସ୍। ଚଢ଼ାଉ କଲା ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ସୁରକ୍ଷା ବିଭାଗ। ବାସୀ ଖାଦ୍ୟକୁ ଡଷ୍ଟବିନ୍ ରେ ଢାଳି ନଷ୍ଟ କରାଗଲା ଅନ୍ୟ ଖାଦ୍ୟର ସାମ୍ପୁଲ ଟେଷ୍ଟ ପାଇଁ ଗଲା। ଏକ୍ସପାରି ଫୁଡ୍ ପ୍ୟାକେଟ ସହ ଅପରିଷ୍କାର ପରିବେଶ। ଗ୍ରାହକ ବାଲେଶ୍ଵର ଆମ ବିଶ୍ୱାସରେ ମିଶୁଛି ବିଷ।

ଖାଦ୍ୟ ନାଁ ରେ ଜହର ପରଷୁଛନ୍ତି ରେଷ୍ଟୁରାଣ୍ଟ ମାଲିକ
Array