Special Story: A Brave Jawan's Farewell: A Mother's Heartbreak and a Family's Unending Grief
#କାନ୍ଦୁଛି_ସାରା_ଗାଁ କେ କାନ୍ଦିବ ଦିନ ଦଶରେ କୁମର କେ କାନ୍ଦିବ ଦିନ ବାର, ମାତା ଗର୍ଭଧାରୀ ନିରତେ କାନ୍ଦିବ ମରିବାର ଯୁଗାନ୍ତର..ଦର୍ଶକ ବନ୍ଧୁ ଥରେ ଦେଖନ୍ତୁ ଏ ଚିତ୍ରକୁ। ଗୋଟିଏ ବୋଲି ପୁଅର ମୃତ୍ୟୁରେ ଜଣେ ମାଆର ଛାତି କେମିତି ଫାଟି ପଡ଼ୁଛି
#କାନ୍ଦୁଛି_ସାରା_ଗାଁ
କେ କାନ୍ଦିବ ଦିନ ଦଶରେ କୁମର କେ କାନ୍ଦିବ ଦିନ ବାର, ମାତା ଗର୍ଭଧାରୀ ନିରତେ କାନ୍ଦିବ ମରିବାର ଯୁଗାନ୍ତର..ଦର୍ଶକ ବନ୍ଧୁ ଥରେ ଦେଖନ୍ତୁ ଏ ଚିତ୍ରକୁ। ଗୋଟିଏ ବୋଲି ପୁଅର ମୃତ୍ୟୁରେ ଜଣେ ମାଆର ଛାତି କେମିତି ଫାଟି ପଡ଼ୁଛି