Special Story: Devotees Flock to Maa Jagulei Temple for Navratra Puja Amid Sacred Chants
#ମାକୁ_ଡାକିଲେ_ସବୁ_ଇଚ୍ଛା_ପୂରଣ_ହୁଏ ବାଜୁଛି ଘଣ୍ଟ, ପଡୁଛି ହୁଳହୁଳୀ। ମନ୍ତ୍ର ପାଠରେ କମ୍ପୁଛି ଗଗନ ପବନ। ଚାଲିଛି ମା ଜାଗୁଳେଇଙ୍କ ନବରାତ୍ର ପୂଜା । ଆଖିଖୋଲି ବସିଛନ୍ତି ମା’। ଭକ୍ତିର ସହ ଯିଏ ତାଙ୍କୁ ଡାକିଛି ସେ ତାର ଡାକ ନିଶ୍ଚୟ ଶୁଣି
#ମାକୁ_ଡାକିଲେ_ସବୁ_ଇଚ୍ଛା_ପୂରଣ_ହୁଏ
ବାଜୁଛି ଘଣ୍ଟ, ପଡୁଛି ହୁଳହୁଳୀ। ମନ୍ତ୍ର ପାଠରେ କମ୍ପୁଛି ଗଗନ ପବନ। ଚାଲିଛି ମା ଜାଗୁଳେଇଙ୍କ ନବରାତ୍ର ପୂଜା । ଆଖିଖୋଲି ବସିଛନ୍ତି ମା’। ଭକ୍ତିର ସହ ଯିଏ ତାଙ୍କୁ ଡାକିଛି ସେ ତାର ଡାକ ନିଶ୍ଚୟ ଶୁଣି