ଭାରସାମ୍ୟ ହରାଇ ଗଛ ସହ ପିଟିହେଲା ବାଇକ, ୨ମୃତ
ଦଶପଲ୍ଲା: ନୟାଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନଚ୍ଛିପୁରରୁ ଦଶପଲ୍ଲା ଆସିବାବେଳେ ଅନ୍ଧାରକୁଟରେ ଏହି ଦୁର୍ଘଟଣା ଘଟିଛି। ବାଇକରେ ୨ ଯୁବକ ନଚ୍ଛିପୁରରୁ ଦଶପଲ୍ଲା ଆସିବାବେଳେ ଅନ୍ଧାରକୁଟରେ ଏକ ଗଛ ସହ ବାଇକଟି ଧକ୍କା ହୋଇଥିଲା। ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।