Special Story: Groom Ready, Bride Waiting, But Borders Broke the Wedding Dream
#ବର୍ଡର_ସିଲ୍ #ବର_ଯାଇପାରିଲାନି_ପାକିସ୍ତାନ ଆଜି ବାହାରିଥାନ୍ତା ବରଯାତ୍ରୀ। ରାଜସ୍ଥାନରୁ ଘୋଡା ଚଢ଼ି ସୀମା ପାର୍ କରି କନିଆଁ ଆଣିବାକୁ ଯାଇଥାନ୍ତା ବର। ପାକିସ୍ତାନରେ ପଡିଥାନ୍ତା ହାତଗଣ୍ଠି। ଏଥିପାଇଁ ସରିଥିଲା ସବୁ ପ୍ରସ୍ତୁତି। ରେଡ୍ଡି
#ବର୍ଡର_ସିଲ୍ #ବର_ଯାଇପାରିଲାନି_ପାକିସ୍ତାନ
ଆଜି ବାହାରିଥାନ୍ତା ବରଯାତ୍ରୀ। ରାଜସ୍ଥାନରୁ ଘୋଡା ଚଢ଼ି ସୀମା ପାର୍ କରି କନିଆଁ ଆଣିବାକୁ ଯାଇଥାନ୍ତା ବର। ପାକିସ୍ତାନରେ ପଡିଥାନ୍ତା ହାତଗଣ୍ଠି। ଏଥିପାଇଁ ସରିଥିଲା ସବୁ ପ୍ରସ୍ତୁତି। ରେଡ୍ଡି