Special Story: Mother’s Day, OTV Salutes Every Maa with Gratitude and Love

#ମାଆ_ଲୋ #ତୋ_କଥା_ଭାରି_ମନେପଡ଼ୁଛି ମା’... ମା’... ସେ ଆମ ମା’ । ଖାଇସାରିବା ପରେ ଯାହା ପଣତରେ ଆମେ ହାତ ପୋଛି ଦିଅନ୍ତି । କ’ଣ ଆପଣ ପୋଛି ନାହାନ୍ତି ? କିଛି କାମ କରୁକରୁ ହାତ କଟିଗଲେ ପାଟିରୁ ଶବ୍ଦଟିଏ ବାହାରିଆସୁଥିବା ସେ ନାଁ ହେଉଛି ମା’