Special Story: Naba's ECG Report Goes Missing: Why Was He Taken to a Local Hospital After Gunshot?
Special Story: କୁଆଡ଼େଗଲା ନବଙ୍କ ECG ରିପୋର୍ଟ, କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ? #ନବଙ୍କ_ହାର୍ଟବିଟ_ଚାଲୁଥିଲା ? ନବଙ୍କ ECG ରିପୋର୍ଟ ଉଭାନ ! ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ECG ।
Special Story: କୁଆଡ଼େଗଲା ନବଙ୍କ ECG ରିପୋର୍ଟ, କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ?
#ନବଙ୍କ_ହାର୍ଟବିଟ_ଚାଲୁଥିଲା ?
ନବଙ୍କ ECG ରିପୋର୍ଟ ଉଭାନ ! ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ECG ।