Special Story: Strict Rules from April: Old Vehicles Banned from Roads, No Fuel at Petrol Pumps!
#ପୁରୁଣା_ଗାଡ଼ିକୁ_ପେଟ୍ରୋଲ୍_ନା’ ! ଏପ୍ରିଲରୁ କଡ଼ାକଡ଼ି ହେବାକୁ ଯାଉଛି ନିୟମ। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡ଼ି ଅଛି, ତାହେଲେ ତାକୁ ରାସ୍ତାକୁ ବାହାର କରି ପାରିବେ ନାହିଁ। କାରଣ, ପୁରୁଣା ଗାଡ଼ିକୁ ତେଲ ଦେବେ ନାହିଁ ପେଟ୍ରୋଲ୍ ପମ୍ପ ମାଲିକ।
#ପୁରୁଣା_ଗାଡ଼ିକୁ_ପେଟ୍ରୋଲ୍_ନା’ !
ଏପ୍ରିଲରୁ କଡ଼ାକଡ଼ି ହେବାକୁ ଯାଉଛି ନିୟମ। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡ଼ି ଅଛି, ତାହେଲେ ତାକୁ ରାସ୍ତାକୁ ବାହାର କରି ପାରିବେ ନାହିଁ। କାରଣ, ପୁରୁଣା ଗାଡ଼ିକୁ ତେଲ ଦେବେ ନାହିଁ ପେଟ୍ରୋଲ୍ ପମ୍ପ ମାଲିକ।