Special Story: ଇଂରେଜ ସରକାରଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ୱାକଫ୍ ଆଇନ କ'ଣ ?
ପ୍ରକୃତରେ, 'ୱକଫ' ଆରବି ଶବ୍ଦ 'ୱକୁଫା'ରୁ ଆସିଛି, ଯାହାର ଅର୍ଥ ରୋକିବା ବା ପ୍ରତିବନ୍ଧକ। ଯଦି ଆଇନଗତ ଦୃଷ୍ଟିରୁ ବୁଝାଯାଏ, ତେବେ ୱାକଫର ଅର୍ଥ ହେଉଛି- ଇସଲାମ ଧର୍ମର ବ୍ୟକ୍ତିଟିଏ ଯଦି ନିଜର ଘର, ଜମି, ଟଙ୍କା କିମ୍ୱା କୌଣସି ମୂଲ୍ୟବାନ ଧାତୁ ଧାର୍ମିକ ଅନୁଷ୍ଠାନକୁ ଦାନ କରନ୍ତି ତେବେ ସେହି ସମ୍ପତ୍ତି ୱାକଫ ହୋଇଯାଏ।