Special Story: ଓଡ଼ିଆରେ ପଚାରିଲେ ଚୁପ୍; ତେଲୁଗୁରେ ପଚାରିଲେ ଉତ୍ତର ଦେଉଛନ୍ତି ଓଡ଼ିଆ ସ୍କୁଲ୍ ପିଲା

ଆନ୍ଧ୍ର ସୀମାବର୍ତ୍ତୀ ଓଡ଼ିଶା ମାଟିରେ କେମିତି ବଞ୍ଚିଛି ଓଡ଼ିଆ ଭାଷା ? କେମିତି ଚାଲିଛି ସରକାରୀ ଓଡ଼ିଆ ସ୍କୁଲ୍ ? ଉତ୍ତର ଖୋଜିବାକୁ ଓଟିଭି ଟିମ୍ ପହଞ୍ଚିଥିଲା ମାଲକାନଗିରି ଜିଲ୍ଲାର ଧୂଳିପୁଟ ପଞ୍ଚାୟତରେ ।

Special Story: ଓଡ଼ିଆରେ ପଚାରିଲେ ଚୁପ୍; ତେଲୁଗୁରେ ପଚାରିଲେ ଉତ୍ତର ଦେଉଛନ୍ତି ଓଡ଼ିଆ ସ୍କୁଲ୍ ପିଲା
Array