Special Story: ଖୋଲି କହିଦେଲେ ଜାଗୃତି, ଅନୁଭବ ହେବେ ଜୀବନ ସାଥୀ

ଏମିତି କିଛି ଖୋଲାଖୋଲି ନକହିଲେ ବି ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ନିର୍ବନ୍ଧ ଓ ବିବାହକୁ ସିଗ୍‌ନାଲ ଦେଇଛନ୍ତି ଜାଗୃତି । ପରିବାର ଓ ବନ୍ଧୁମାନଙ୍କ ସମର୍ଥନକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି ।

Special Story: ଖୋଲି କହିଦେଲେ ଜାଗୃତି, ଅନୁଭବ ହେବେ ଜୀବନ ସାଥୀ
Array