Special Story: ମାଡ଼ି ଆସୁଛି ବିରାଟ ଗ୍ରହାଣୁ, ମାଡ଼ ହେଲେ ହେବ ବିଶାଳ ବିସ୍ଫୋରଣ
ନାସା କହିଛି ଯେ ଏହି ଗ୍ରହାଣୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ଯଦି ଏହା ପୃଥିବୀ ସହିତ ଧକ୍କା ହୋଇଥାନ୍ତା, ତେବେ ଏକ ବିରାଟ ବିସ୍ଫୋରଣ ହୋଇଥାନ୍ତା। ଯାହା ଜାପାନର ହିରୋସିମାରେ ପକାଯାଇଥିବା ପରମାଣୁ ବୋମା ଅପେକ୍ଷା 500 ଗୁଣ ଅଧିକ ଶକ୍ତିଶାଳୀ ହୋଇଥାନ୍ତା