Special Story: ସହିଦଙ୍କୁ ମନେରଖିଲେ,ଗାଁକୁ ଭୁଲିଗଲେ !

ସହିଦଙ୍କୁ ମନେ ରଖିଲେ, ଗାଁକୁ ଭୁଲିଗଲେ । ଅବହେଳିତ ଭାବେ ପଡ଼ି ରହିଛି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ। ଗାଁରେ ରାସ୍ତା ଅଛି ହେଲେ ପହଞ୍ଚିବାକୁ ବାଟ ନାହିଁ । ଅର୍ଥାତ ଗାଁ ଯେମିତି ବିଚ୍ଛିନ୍ନାଞ୍ଚଳରେ ପରିଣତ ହୋଇଛି ।

Special Story: ସହିଦଙ୍କୁ ମନେରଖିଲେ,ଗାଁକୁ ଭୁଲିଗଲେ !
Array