Ayushman Bharat Application Process: ଆୟୁଷ୍ମାନ କାର୍ଡ ପାଇଁ କେମିତି କରିବେ ଆବେଦନ ? ଜାଣନ୍ତୁ, ଟିକିନିଖି ପ୍ରୋସେସ୍...
ଆୟୁଷ୍ମାନ କାର୍ଡ ମାଧ୍ୟମରେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ଯେଉଁଥିରେ କ୍ୟାନସର ଭଳି ଗୁରୁତର ରୋଗର ସହଜ ଚିକିତ୍ସା ହୋଇପାରିବ।