Special Story: ‘ସୁଭଦ୍ରା’କୁ ନେଇ ବିଜେପିକୁ ନବୀନଙ୍କ ଟାର୍ଗେଟ୍‌, କହିଲେ...

ନବୀନଙ୍କ ଏହି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କିଏ ପ୍ରଚାର ପ୍ରସାର କରୁଥିଲା ତାହା ଲୋକ ଜାଣିଛନ୍ତି । ଏଣୁ ସେ ନିଜେ ପ୍ରଥମେ ସମୀକ୍ଷା କରନ୍ତୁ ।

Special Story: ‘ସୁଭଦ୍ରା’କୁ ନେଇ ବିଜେପିକୁ ନବୀନଙ୍କ ଟାର୍ଗେଟ୍‌, କହିଲେ...
Array