Special Story: ସୁଲତା କହିଲେ ଏମିତି, ଖୋଲିଲେ ନିଜର ଗୁମର
#ସତ_କହିଦେଲେ_ସୁଲତା ଯାଜପୁରରୁ ସୁଲତାଙ୍କ ୱକଫ୍ ଗର୍ଜନ । କହିଲେ ମୁଁ କରିଛି ୱକଫ୍ କୁ ସମର୍ଥନ। ନବୀନ କହିଥିଲେ ବିବେକାନୁମୋଦିତ ଭୋଟ୍ ଦେବାକୁ। ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି। ଯାଜପୁରର ଜିଲ୍ଲାପରିଷଦ ସାଧାରଣ ବୈଠକରେ ଯୋଗ ଦେଇ ଏମିତି
#ସତ_କହିଦେଲେ_ସୁଲତା
ଯାଜପୁରରୁ ସୁଲତାଙ୍କ ୱକଫ୍ ଗର୍ଜନ । କହିଲେ ମୁଁ କରିଛି ୱକଫ୍ କୁ ସମର୍ଥନ। ନବୀନ କହିଥିଲେ ବିବେକାନୁମୋଦିତ ଭୋଟ୍ ଦେବାକୁ। ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି। ଯାଜପୁରର ଜିଲ୍ଲାପରିଷଦ ସାଧାରଣ ବୈଠକରେ ଯୋଗ ଦେଇ ଏମିତି