ପୋଷ୍ଟାଲ ବାଲଟ୍‌ରେ ଭୋଟ୍ ଦେଲେ ପୋଲିଂ କର୍ମଚାରୀ

ଯାଜପୁର ୨୪।୫: ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଆଜିଠାରୁ ପ୍ରଶିକ୍ଷଣ ନେଇଥିବା ୭ ହଜାର ୫ ଶହ ୨୩ ଜଣ ପୁରୁଷ, ମହିଳା ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କ ପୋଷ୍ଟାଲ ବାଲଟ ଭୋଟିଂ ଏନସି କଲେଜ ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଆସନ୍ତା ୨୯ ତାରିଖ ଯାଏ କରାଯିବ ବୋଲି ଜିଲ୍ଲା ପ୍ରଶାଶନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଲାଗି   ପୋଷ୍ଟାଲ ବାଲଟରେ ମତଦାନ ସାବ୍ୟସ୍ତ କରି ସରକାରୀ କର୍ମଚାରୀ ବେଶ ଆନନ୍ଦିତ ଥିବା କହିଛନ୍ତି ।You Can Read :ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କ ପାଇଁ ପ୍ରଚାର କରୁଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ

ପୋଷ୍ଟାଲ ବାଲଟ୍‌ରେ ଭୋଟ୍ ଦେଲେ ପୋଲିଂ କର୍ମଚାରୀ

ଯାଜପୁର ୨୪।୫: ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଆଜିଠାରୁ ପ୍ରଶିକ୍ଷଣ ନେଇଥିବା ୭ ହଜାର ୫ ଶହ ୨୩ ଜଣ ପୁରୁଷ, ମହିଳା ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କ ପୋଷ୍ଟାଲ ବାଲଟ ଭୋଟିଂ ଏନସି କଲେଜ ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଆସନ୍ତା ୨୯ ତାରିଖ ଯାଏ କରାଯିବ ବୋଲି ଜିଲ୍ଲା ପ୍ରଶାଶନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଲାଗି   ପୋଷ୍ଟାଲ ବାଲଟରେ ମତଦାନ ସାବ୍ୟସ୍ତ କରି ସରକାରୀ କର୍ମଚାରୀ ବେଶ ଆନନ୍ଦିତ ଥିବା କହିଛନ୍ତି ।

You Can Read :

ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କ ପାଇଁ ପ୍ରଚାର କରୁଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ