Special Story: ୩ ମୁଣ୍ଡ ଗଡ଼ିଲା ପରେ ବୋହିଲା ବିକାଶର ଗଙ୍ଗା

ବହୁ ଚର୍ଚ୍ଚିତ ମାଣ୍ଡିପଙ୍କା ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ଗୋଟିଏ ମାସ ପୁରିଛି । ପିଡିତ ପରିବାରଙ୍କ ଆଖିରେ ଏବେ ବି ଲୁହ ଶୁଖି ପାରିନି । ଘଟଣାକୁ ନେଇ ପୂରା ଗାଁ ସ୍ତବ୍ଧ ହୋଇଥିବା ବେଳେ ରାଜ୍ୟରେ ରାଜନୈତିକ ହଟଚମଟ ଲାଗି ରହିଛି ।

Special Story: ୩ ମୁଣ୍ଡ ଗଡ଼ିଲା ପରେ ବୋହିଲା ବିକାଶର ଗଙ୍ଗା
Array