ମସରୁମ୍ ଭିଲେଜ୍ ଅଫ୍ ଇଣ୍ଡିଆ

ଭେଜ ତଥା ନିରାମିଷ ଖାଉଥିବା ଲୋକଙ୍କ ପାଇଁ ଛତୁ ହେଉଛି ନନଭେଜ୍‌। ଏହା ବର୍ତ୍ତମାନ ସମୟରେ ଏକ ପ୍ରମୁଖ ଖାଦ୍ୟ । ଆପଣ ହୋଟେଲକୁ ଯାଆନ୍ତୁ ଅବା ରେଷ୍ଟରାଣ୍ଟକୁ ସମସ୍ତଙ୍କ ଥାଳିରେ ମସରୁମ୍‌ ଚିଲି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମସରୁମ୍‌ ଡିସ୍‌ ଦେଖିବାକୁ ପାଇବେ। ତେବେ ଏହି ଛତୁ ଚାଷ ଆଜି ସ୍ୱାବଲମ୍ବୀ କରିପାରିଛି