SpecialStory: ପ୍ରଶଂସା କରିଥିଲେ ପାଣ୍ଡିଆନ୍
ପାଣ୍ଡିଆନ୍ କରୁଥିଲେ ପ୍ରଶଂସା । ନବୀନ କରୁଛନ୍ତି ଚରିତ୍ର ଚିତ୍ରଣ । ପାଣ୍ଡିଆନ୍ କହୁଥିଲେ ପ୍ରଭାତଙ୍କୁ କେବେ ଭୁଲିପାରିବିନି । ନବୀନ କହୁଛନ୍ତି । ପ୍ରଭାତ ଗିରଫ ହୋଇଛନ୍ତି, ଚିଟଫଣ୍ଡ କେସ୍ ରେ ଜେଲ୍ ଯାଇଛନ୍ତି । ସୋସିଆଲ ମିଡିଆରେ ପ୍ରଭାତଙ୍କୁ ନେଇ ବିଜେଡି ସଭାପତିଙ୍କ ଏବେର ଏହି ବାଇଟ୍ ଓ ସେତେବେଳର ପାଣ୍ଡିଆନ୍ଙ୍କ ପଚାର ସମୟର ଏ ଭିଡିଓ ଖୁବ୍ ଭାଇରାଲ ହେଉଛି ।