ନତାଶାଙ୍କୁ ମିଳିଗଲା ନୂଆ ଜୀବନ ସାଥୀ ! ଭିଡିଓ ଦେଖି ୟୁଜର୍ସ କରୁଛନ୍ତି ଟ୍ରୋଲ
ମୁମ୍ଵାଇ ୧୨।୦୯: ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍। ବର୍ତ୍ତମାନ ସେ ମୁମ୍ବାଇରେ ଅଛନ୍ତି। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଛାଡପତ୍ର ପରେ ଅଭିନେତ୍ରୀ ପୁଅ ଅଗସ୍ତ୍ୟଙ୍କ ସହ ସର୍ବିଆ ଯାଇଥିଲେ। ଏକ ମାସ ପରେ ନତାଶା ପୁଅ ସହିତ ଭାରତ ଫେରିଥିଲେ। ସେ ଫେରିବା ପରଠାରୁ ନତାଶା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ପ୍ରଶଂସକଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅପଡେଟ୍ ଗୁଡିକ ସେୟାର କରୁଛନ୍ତି।View this post on InstagramA post shared by @natasastankovic__ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଅପଡେଟ୍ ଉପରେ ମଧ୍ୟ ନଜର ରଖିଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ନତାଶାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଅଭିନେତ୍ରୀ ତାଙ୍କ ବନ୍ଧୁ ଆଲେକ୍ସଜାଣ୍ଡରଙ୍କ ସହ ନଜର ଆସିଛନ୍ତି। ଉଭୟଙ୍କୁ ଏକାଠି ଚିଲ୍ କରୁଥିବାର ଦେଖି ମିଳିଛି। ଏନେଇ ନତାଶାଙ୍କୁ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।View this post on InstagramA post shared by Pallav Paliwal (@pallav_paliwal)ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ଛାଡପତ୍ର ପରେ ହାର୍ଦ୍ଦିକଙ୍କ ନାମ ବ୍ରିଟିଶ ଗାୟକ ଜସ୍ମିନ ୱାଲିଆଙ୍କ ସହ ଜଡିତ ଥିବାବେଳେ ନତାଶା ମଧ୍ୟ ହାର୍ଦ୍ଦିକଙ୍କୁ ଭୁଲି ଯାଇ ତାଙ୍କ ଜୀବନରେ ଆଗକୁ ବଢିଛନ୍ତି। ଯେତେବେଳେ ସେ ଭାରତକୁ ଫେରିଲେ ଆଲେକ୍ସଜାଣ୍ଡରଙ୍କୁ ଭେଟିଥିଲେ। ଏହି ସମୟରେ, ସେମାନଙ୍କ ସମ୍
ମୁମ୍ଵାଇ ୧୨।୦୯: ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍। ବର୍ତ୍ତମାନ ସେ ମୁମ୍ବାଇରେ ଅଛନ୍ତି। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଛାଡପତ୍ର ପରେ ଅଭିନେତ୍ରୀ ପୁଅ ଅଗସ୍ତ୍ୟଙ୍କ ସହ ସର୍ବିଆ ଯାଇଥିଲେ। ଏକ ମାସ ପରେ ନତାଶା ପୁଅ ସହିତ ଭାରତ ଫେରିଥିଲେ। ସେ ଫେରିବା ପରଠାରୁ ନତାଶା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ପ୍ରଶଂସକଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅପଡେଟ୍ ଗୁଡିକ ସେୟାର କରୁଛନ୍ତି।
ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଅପଡେଟ୍ ଉପରେ ମଧ୍ୟ ନଜର ରଖିଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ନତାଶାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଅଭିନେତ୍ରୀ ତାଙ୍କ ବନ୍ଧୁ ଆଲେକ୍ସଜାଣ୍ଡରଙ୍କ ସହ ନଜର ଆସିଛନ୍ତି। ଉଭୟଙ୍କୁ ଏକାଠି ଚିଲ୍ କରୁଥିବାର ଦେଖି ମିଳିଛି। ଏନେଇ ନତାଶାଙ୍କୁ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଛାଡପତ୍ର ପରେ ହାର୍ଦ୍ଦିକଙ୍କ ନାମ ବ୍ରିଟିଶ ଗାୟକ ଜସ୍ମିନ ୱାଲିଆଙ୍କ ସହ ଜଡିତ ଥିବାବେଳେ ନତାଶା ମଧ୍ୟ ହାର୍ଦ୍ଦିକଙ୍କୁ ଭୁଲି ଯାଇ ତାଙ୍କ ଜୀବନରେ ଆଗକୁ ବଢିଛନ୍ତି। ଯେତେବେଳେ ସେ ଭାରତକୁ ଫେରିଲେ ଆଲେକ୍ସଜାଣ୍ଡରଙ୍କୁ ଭେଟିଥିଲେ। ଏହି ସମୟରେ, ସେମାନଙ୍କ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
ଏପଟେ ନତାଶାଙ୍କ ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଜିମ୍ରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳିଛି । ତାଙ୍କ ସହ ଆଲେକ୍ସଜାଣ୍ଡର୍ ମଧ୍ୟ ନଜର ଆସିଛନ୍ତି। ଦୁହେଁ ଏକାଠି ବହୁତ ଖୁସି ଦେଖାଯାଉଛନ୍ତି । ନତାଶାଙ୍କ ମୁହଁରେ ହସ ଦେଖି ଏହା ସ୍ପଷ୍ଟ ଯେ ହାର୍ଦ୍ଦିକଙ୍କ ଠାରୁ ଅଲଗା ହେବା ପରେ ସେ ଏକ ନୂଆ ସାଥୀ ପାଇଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ନତାଶାଙ୍କୁ ୟୁଜର୍ସ ଟାର୍ଗେଟ କରିଛନ୍ତି। ଏହି ଜଣେ ୟୁଜର୍ସ ଲେଖିଛନ୍ତି, ହାର୍ଦ୍ଦିକଙ୍କ ପତ୍ନୀ ଦରକାର ଥିଲା ତାଙ୍କୁ ।' ଅନ୍ୟ ଜଣେ ଲେଖକ ଲେଖିଛନ୍ତି, 'ଏହି ଦୁଇଜଣ ଭାଇ ଓ ଭଉଣୀଙ୍କ ପରି ଲାଗୁଛନ୍ତି। ଆଉ ଜଣେ ଲେଖିଛନ୍ତି-ନୂଆ କପଲ