Sreeleela: କାର୍ତ୍ତିକ ଆର୍ଯ୍ୟନଙ୍କ ପରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ରୋମାନ୍ସ କରିବେ ଶ୍ରୀଲୀଲା !

ପୂଜା ହେଗ୍‌ଡେ, ରଶ୍ମିକା ମନ୍ଦାନାଙ୍କ ଭଳି ଅଭିନେତ୍ରୀଙ୍କ ପରେ ଏବେ ଶ୍ରୀଲୀଳା ହିନ୍ଦୀ ଫିଲ୍ମ ଜଗତରେ ଲଗାତର ନଜର ଆସୁଛନ୍ତି। ପ୍ରଥମେ ସେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଏକ ରୋମାନ୍ସ କରିବା ପରେ ଏବେ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ କାମ କରିବାର ସୁଯୋଗ ମିଳିଛି।

Sreeleela: କାର୍ତ୍ତିକ ଆର୍ଯ୍ୟନଙ୍କ ପରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ରୋମାନ୍ସ କରିବେ ଶ୍ରୀଲୀଲା !
Array