Sreeleela: ବାପା ଛାଡିଦେଲେ; ୨୦ ବର୍ଷ ବୟସରେ୨ ପିଲାର ମାଆ ହେଲେ; ଏବେ ଆଗଧାଡିର ନାୟିକା
ଶ୍ରୀଲୀଲା ସାଉଥ୍ ସିନେମାର ଜଣେ ବହୁତ ଯୁବ ଏବଂ ଗ୍ଲାମରସ୍ ଅଭିନେତ୍ରୀ। ବହୁତ କମ ବୟସରେ ସେ ମହେଶ ବାବୁଙ୍କ ଭଳି ବଡ ଅଭିନେତାଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି। ଏବେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆପଣ ତାଙ୍କ ପିଲାଦିନର କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ।