SRH vs LSG Playing XI: ବଡ଼ ପରିବର୍ତ୍ତନ କରିପାରନ୍ତି ପନ୍ତ, ଜାଣନ୍ତୁ କ’ଣ ରହିବ ଲକ୍ଷ୍ନୌ ଓ ହାଇଦ୍ରାବାଦର ଚୁଡ଼ାନ୍ତ ଏକାଦଶ...
ଆଜିର ମ୍ୟାଚ୍ରେ ଉଭୟ ଦଳର ଚୁଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ । ସନରାଇଜର୍ସ ପ୍ରଥମ ମ୍ୟାଚ୍ରେ ଯେଉଁ ଦଳ ସହ ପଡ଼ିଆକୁ ଓହ୍ଲାଇଥିଲା, ସେହି ଦଳ ସହ ଆଜି ମଧ୍ୟ ଖେଳିପାରେ।