Stabbing Attack: ବିଚ୍ ରାସ୍ତାରେ ଛୁରାମାଡ଼, ଗୁରୁତର ଯୁବକ ହସ୍ପିଟାଲରେ ଭର୍ତ୍ତି

ବାରିପଦାରେ ବିଚ୍ ରାସ୍ତାରେ ଛୁରାମାଡ । ପରିବା କିଣିବାବେଳେ ଅତର୍କିତ ଆକ୍ରମଣ କଲେ ଦୁବୃର୍ତ୍ତ । ଯୁବକଙ୍କ ହାତ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

Stabbing Attack: ବିଚ୍ ରାସ୍ତାରେ ଛୁରାମାଡ଼, ଗୁରୁତର ଯୁବକ ହସ୍ପିଟାଲରେ ଭର୍ତ୍ତି
Array