Stampade Death: ପାଣି ଟୋପାଏ ଦେଲାନି ପୋଲିସ, ଛଟପଟ ହୋଇ ମରିଗଲା ମୋ ସ୍ତ୍ରୀ

ପ୍ରାୟ ଅଧ କିମି ଦୂର ଯାଏ ସ୍ତ୍ରୀକୁ କାନ୍ଧରେ ବୋହି ନେବାକୁ ପଡିଥିଲା। ଯାହା ଫଳରେ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ପାଣି ପାଇଁ ଡାକୁ ଥିଲେ ମଧ୍ୟ ପୋଲିସ ପାଣି ଦେବା ଫଳରେ ସେ ସ୍ଥାନ ଛାଡି ପଳାଇଥିଲା।

Stampade Death: ପାଣି ଟୋପାଏ ଦେଲାନି ପୋଲିସ, ଛଟପଟ ହୋଇ ମରିଗଲା ମୋ ସ୍ତ୍ରୀ
Array