Starlink: ଗାଁ ଗହଳିରେ ମିଳିବ ହାଇସ୍ପିଡ ଇଣ୍ଟରନେଟ୍ ସେବା, ଭାରତରେ ଏଲନ ମସ୍କଙ୍କୁ ଅନୁମତି !
ଷ୍ଟାରଲିଙ୍କକୁ ଭାରତରେ ଲଞ୍ଚ କରିବା ପାଇଁ ଅନୁମତି ମିଳିଛି । ଏହା ଦେଶର ଅପହଞ୍ଚ ଇଲାକାରେ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବ। ଆର୍ଜିତ ଅନୁମତି ଭିତରେ ବିନା ବିଡିଂରେ ସ୍ପେକ୍ଟ୍ରମ ପ୍ରଦାନ ସମ୍ବନ୍ଧୀୟ ଷ୍ଟାରଲିଙ୍କର ମତକୁ ମାନ୍ୟତା ଦିଆଯାଇଛି।