STF ଜାଲରେ ବଡ଼ ଅଫିମ ରାକେଟ୍, ୨ ଚାଲାଣକାରୀ ଗିରଫ
ଭୁବନେଶ୍ବର ୮।୩: ଏସ୍ଟିଏଫ୍ ଜାଲରେ ବଡ଼ ଅଫିମ ରାକେଟ୍ । ରାଉରକେଲା ପାନପୋଷରୁ ଧରା ହେଲା ୧୦ କେଜି ୫ ଶହ ଗ୍ରାମ୍ ଅଫିମ ଜବତ ହୋଇଛି । ଝାଡଖଣ୍ଡର ବିଟୁ ସିଂ ମୁଣ୍ଡା ଓ ରୋହିତ ମୁଣ୍ଡାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ରାଜସ୍ଥାନରୁ ସୁନ୍ଦରଗଡ଼, ରାଉରକେଲା ଓ ଝାଡଖଣ୍ଡକୁ ଅଫିମ ଚାଲାଣ ହେଉଥିଲା । ଅଫିମରୁ ବ୍ରାଉନସୁଗାର ଓ ହେରୋଇନ୍ ତିଆରି ହୁଏ ।
ଭୁବନେଶ୍ବର ୮।୩: ଏସ୍ଟିଏଫ୍ ଜାଲରେ ବଡ଼ ଅଫିମ ରାକେଟ୍ । ରାଉରକେଲା ପାନପୋଷରୁ ଧରା ହେଲା ୧୦ କେଜି ୫ ଶହ ଗ୍ରାମ୍ ଅଫିମ ଜବତ ହୋଇଛି । ଝାଡଖଣ୍ଡର ବିଟୁ ସିଂ ମୁଣ୍ଡା ଓ ରୋହିତ ମୁଣ୍ଡାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ।
ରାଜସ୍ଥାନରୁ ସୁନ୍ଦରଗଡ଼, ରାଉରକେଲା ଓ ଝାଡଖଣ୍ଡକୁ ଅଫିମ ଚାଲାଣ ହେଉଥିଲା । ଅଫିମରୁ ବ୍ରାଉନସୁଗାର ଓ ହେରୋଇନ୍ ତିଆରି ହୁଏ ।