୧୦ ଟଙ୍କାରେ ପାଇଲସ୍ ଭଲ ହୋଇଯିବ!
ବଡ଼ମ୍ବାରୁ ଆସିଥିବା ସତିଆ ମଉସା କଟକ ବାଲିଯାତ୍ରାରେ ବିକ୍ରି କରୁଛନ୍ତି ଏହି କାଠି।
ଏଇ କାଠିରେ ପାଇଲ୍ସ ଭଲ ହୋଇଯିବ । ଚନ୍ଦନ ପରି ଘୋରି ଲଗାଇଦେଲେ ମଳକଣ୍ଟକ, ଅର୍ଶ ସାବାଡ଼ ହୋଇଯିବ। ବଡ଼ମ୍ବାରୁ ଆସିଥିବା ସତିଆ ମଉସା କହିଲେ ଏ କାଠ କରିପାରେ କମାଲ। ବ୍ରଣ, ଅର୍ଦ୍ଧକପାଳି ବି ଏଥିରେ ଭଲ ହୋଇଯାଏ।