Strength of the Pope Title: ପରବର୍ତ୍ତୀ ପୋପ୍ କିଏ ? ଦୌଡ଼ରେ ଅଛନ୍ତି କେଉଁମାନେ...ସାରା ବିଶ୍ୱର ରହିଛି ନଜର
ପୋପ୍ ଫ୍ରାନ୍ସିସ୍ ହେଉଛନ୍ତି ଇତିହାସର ପ୍ରଥମ ଲାଟିନ୍ ଆମେରିକୀୟ ଧାର୍ମିକ ନେତା, ଯିଏ ତାଙ୍କର ବିନମ୍ର ଶୈଳୀ ଏବଂ ଗରିବଙ୍କ ପ୍ରତି ଉଦାର ମନୋଭାବ ଯୋଗୁଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲେ । ଫ୍ରାନ୍ସିସ୍ ଫୁସଫୁସ ରୋଗରେ ପୀଡିତ ଥିରେ ଏବଂ ଯୁବକ ଅବସ୍ଥାରେ ହିଁ ଫୁସଫୁସର କିଛି ଅଂଶ କଢ଼ାଯାଇଥିଲା ।