Struggle for Freedom: ସ୍ୱାଧୀନତା ପାଇଁ ସଂଘର୍ଷ...କାହିଁକି ପାକିସ୍ତାନ ଠାରୁ ଅଲଗା ହେବାକୁ ଚାହୁଁଛି ବେଲୁଚିସ୍ତାନ ?

ବଲୁଚ ଲିବରେସନ୍ ଆର୍ମି ହେଉଛି ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ଥିବା ଏକ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀ। ଏହି ସଂଗଠନ ବଲୁଚ୍ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନ ଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଦାବି କରେ । ବିଏଲଏର ଲକ୍ଷ୍ୟ ହେଉଛି ବଲୁଚ୍ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ସ୍ୱାଧୀନତା ଆଣିବା। ଏହି ସଂଗଠନ ପାକିସ୍ତାନ ସରକାର ଏବଂ ସେନା ବିରୋଧରେ ସଶସ୍ତ୍ର ସଂଘର୍ଷ ଜାରି ରଖିଛି ।

Struggle for Freedom: ସ୍ୱାଧୀନତା ପାଇଁ ସଂଘର୍ଷ...କାହିଁକି ପାକିସ୍ତାନ ଠାରୁ ଅଲଗା ହେବାକୁ ଚାହୁଁଛି ବେଲୁଚିସ୍ତାନ ?
Array