Student Shot Dead: ବନ୍ଧୁକ ଗୁଳିରେ ଚାଲିଗଲା ଫସଲ ଜଗିଥିବା ୧୨ ବର୍ଷୀୟ ଛାତ୍ରର ଜୀବନ

ଫସଲ ଜଗି ରହିଥିବା ଚାଷୀଙ୍କ ପୁଅକୁ ଜଣେ ସ୍ଥାନୀୟ ଗ୍ରାମବାସୀ ଏବଂ ତାଙ୍କ ପୁଅ ଚୋର ଭାବି ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୧:୩୦ ସମୟରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଏହାପରେ କ୍ଷେତରେ ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିଲା ନିଷ୍ପାପ ପଞ୍ଚମ ଶ୍ରେଣୀ ଛାତ୍ରର ମୃତଦେହ ।

Student Shot Dead: ବନ୍ଧୁକ ଗୁଳିରେ ଚାଲିଗଲା ଫସଲ ଜଗିଥିବା ୧୨ ବର୍ଷୀୟ ଛାତ୍ରର ଜୀବନ
Array