UPI: ଶୀଘ୍ର ମିଳିବ ରିଫଣ୍ଡ୍ , ଲାଗୁ ହେଲା ନୂଆ ନିୟମ

ଯଦି ବ୍ୟାଙ୍କକୁ ଲାଗେ ଯେ ଏହା ଏକ ପ୍ରକୃତ ସମସ୍ୟା, ଯେପରିକି ଆପ୍‌ର ନେଟୱାର୍କ ଖରାପ ଥିଲା କିମ୍ବା ବ୍ୟାଙ୍କର, ତେବେ ସେ ନିଜେ ହିଁ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିପାରିବ। ଏହାଦ୍ୱାରା ପଇସା ଫେରିବାକୁ ଲାଗୁଥିବା ସମୟ କମିଯିବ।

UPI: ଶୀଘ୍ର ମିଳିବ ରିଫଣ୍ଡ୍ , ଲାଗୁ ହେଲା ନୂଆ ନିୟମ
Array