Subhadra Shakti Mela 2025 Concludes in Bhubaneswar with Enthusiastic Success
ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ୨୦୨୫ ଶେଷ ହୋଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ଉତ୍ପାଦର କେନ୍ଦ୍ର ସାଜିଥିବା ଏହି ମେଳାକୁ ନେଇ ବେଶ୍ ଖୁସି ରାଜ୍ୟ ସରକାର ! #PravatiParida #OTV #Bhubanes
ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ୨୦୨୫ ଶେଷ ହୋଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ଉତ୍ପାଦର କେନ୍ଦ୍ର ସାଜିଥିବା ଏହି ମେଳାକୁ ନେଇ ବେଶ୍ ଖୁସି ରାଜ୍ୟ ସରକାର !
#PravatiParida #OTV #Bhubanes