Subhadra Yojana: ଖୁସି ଖବର; ପୁଣି ଖୋଲିବ ‘ସୁଭଦ୍ରା’ ପୋର୍ଟାଲ୍; ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି...

ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ କରି ପାରିବେ ଆବେଦନ।

Subhadra Yojana: ଖୁସି ଖବର; ପୁଣି ଖୋଲିବ ‘ସୁଭଦ୍ରା’ ପୋର୍ଟାଲ୍; ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି...
Array