Suicide In Cuttack: ବିଷ ପିଇ ଶାଶୁ-ବୋହୂ ମୃତ, ସ୍ୱାମୀ ଗୁରୁତର

କଟକ ଜିଲ୍ଲା ବଡ଼ମ୍ବା ବଡ଼ବାରସିଂହ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷ ପିଇ ଶାଶୁ-ବୋହୂଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଅବସ୍ଥା ଗୁରୁତର । ପାରିବାରିକ କହଳରୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Suicide In Cuttack: ବିଷ ପିଇ ଶାଶୁ-ବୋହୂ ମୃତ, ସ୍ୱାମୀ ଗୁରୁତର
Array