Tamannaah Bhatia: ଏପଟେ ବ୍ରେକ୍ଅପ୍ ଖବର, ସେପଟେ 'ଲେଡି ଡ୍ରାକୁଲା'ର ଲୁକ୍
ବିଜୟ ବର୍ମାଙ୍କ ସହ ବ୍ରେକ୍ଅପ୍ ଖବରକୁ ନେଇ ତମନ୍ନା ଭାଟିଆ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଦୁଇ ବର୍ଷର ଡେଟିଂ ପରେ ତମନ୍ନା ଏବଂ ବିଜୟଙ୍କ ସଂପର୍କ ଭାଙ୍ଗିଯାଇଛି। ଏହାରି ଭିତରେ ତମନ୍ନା ଭାଟିଆଙ୍କ 'ଲେଡି ଡ୍ରାକୁଲା'ର ଲୁକ୍ ସାମ୍ନାକୁ ଆସିଛି।